ଭଲ ଲାଗେ ଭାରି ଭଲ ଲାଗେ ଭଲ ଲାଗେ
ଭଲ ଲାଗେ ଭାରି ଭଲ ଲାଗେ ଭଲ ଲାଗେ
ତମ ସାଥେ ପଦେ କଥା ହବାକୁ ,ତମ କୋଳେ ଥରେ ଶୋଇ ଯିବାକୁ ।
ଭଲ ଲାଗେ ଭାରି ଭଲ ଲାଗେ ଭଲ ଲାଗେ
ଭଲ ଲାଗେ ଭାରି ଭଲ ଲାଗେ ଭଲ ଲାଗେ ।
ମନ ତା ଇଚ୍ଛାର ମାଲିକ ନିଜେ ,ମନ ତା ଇଚ୍ଛାର ମାଲିକ ନିଜେ
ମିଛଟାରେ ମତେ ଖାଲି ଅନୁମତି ମାଗ ।
ଭଲ ଲାଗେ ଭାରି ଭଲ ଲାଗେ ଭଲ ଲାଗେ
ଭଲ ଲାଗେ ଭାରି ଭଲ ଲାଗେ ଭଲ ଲାଗେ ।
ତମ ଆଖିର କଜଳ ଧାର ହାଏ ପ୍ରେମର ଲକ୍ଷ୍ମଣ ଗାର
ମତେ ଭଲ ଲାଗେ ଗାର ଡେଇଁ ଭୁଲ୍ କରିବାକୁ ।
ଭଲ ଲାଗେ ଭାରି ଭଲ ଲାଗେ ଭଲ ଲାଗେ.....
ତମ ଆସିବାର ଆଶା ନେଇ ମୁଁ ପ୍ରତିକ୍ଷ୍ୟାରେ ରୁହେ ଚାହିଁ
ମତେ ଭଲ ଲାଗେ ବାଟ ଚାହିଁ ସ୍ୱପ୍ନ ଗୁନ୍ଥିବାକୁ ।
ଭଲ ଲାଗେ ଭାରି ଭଲ ଲାଗେ ଭଲ ଲାଗେ.....
ସ୍ପପ୍ନ ଡୋଳି ଖେଳେ ନିଦ ଝୁଲଣାରେ
ସ୍ୱପ୍ନ ଡୋଳି ଖେଳେ ନିଦ ଝୁଲଣାରେ ,
ମିଛେ ଖାଲି ରାତିକୁ ସେ ଅନୁମତି ମାଗେ
ଭଲ ଲାଗେ ଭଲ ଲାଗେ ଭଲ ଲାଗେ ଭଲ ଲାଗେ ,ଆରେ ଭଲ ଲାଗେ
ଭଲ ଲାଗେ ଭାରି ଭଲ ଲାଗେ ,ଭଲ ଲାଗେ ।
ତମ ଜିତିବାରେ ମୁଁ ଖୁସି ,ମୁଁ ହାରି ଯାଏ ହସି ହସି
ମତେ ଭଲ ଲାଗେ ନିଜ ପାଖେ ନିଜେ ହାରିବାକୁ ।
ଭଲ ଲାଗେ ଭଲ ଲାଗେ ଭଲ ଲାଗେ ଭଲ ଲାଗେ,
ତମ ରାଗ ଋଷା ଅଭିମାନ ହାଏ ସେ ସବୁ ମୋ ପାଇଁ ପ୍ରେମ
ମତେ ଭଲ ଲାଗେ ସେ ପ୍ରେମକୁ ସାଉଁଟି ନବାକୁ ।
ପ୍ରେମ ନୀଡ ତଳେ ହୃଦୟ ଡାଳରେ ,ପ୍ରେମ ନୀଡ ତଳେ ହୃଦୟ ଡାଳରେ
ମିଛେ ଖାଲି ଓଠକୁ ସେ ଅନୁମତି ମାଗେ
ଭଲ ଲାଗେ ଭାରି ଭଲ ଲାଗେ,ଭଲ ଲାଗେ ଭାରି ଭଲ ଲାଗେ
ତମ କୋଳେ ଥରେ ଶୋଇ ଯିବାକୁ ..
ଭଲ ଲାଗେ ଭାରି ଭଲ ଲାଗେ,ଭଲ ଲାଗେ ଭାରି ଭଲ ଲାଗେ
ଭଲ ଲାଗେ ଭାରି ଭଲ ଲାଗେ,ଭଲ ଲାଗେ ଭାରି ଭଲ ଲାଗେ
ଭଲ ଲାଗେ ଭାରି ଭଲ ଲାଗେ,ଭଲ ଲାଗେ ଭାରି ଭଲ ଲାଗେ ।ା