LyricFind Logo
LyricFind Logo
Profile image icon
Lyric cover art

Jau Jhia Ra Kichhi Kein Nathiba

+1 Others

Apple Music logo
Deezer logo
Spotify logo
Lyrics
ବାବୁ ସୁନା ବେବୀ ଧନ ଶୁଣିବାର ନାହିଁ,
ମନ ତଳେ ପ୍ରେମ ଥିଲେ ଭଲ ଆମ ପାଇଁ ...

ଡଉଲ ଡାଉଲ ଚିକ୍କଣ ଚେହେରା
ଦେଖି ଫସିବାକୁ ନାହିଁ ମୋ ମନ,
ଗୋଟିଏ ଚାଉଳେ ହେଇଥିବ ଗଢ଼ା
ଗୁଣରେ ଥିବ ସେ ସର୍ବ ସମ୍ପନ୍ନ ..
ତା ସାଥିରେ ଭାବ ମୋ ମିଶିବ.....
କାଳୀ ଗୋରୀ ସାବେନି, ଯାହା ହେଲେ ଚଳିବ..
ଯଉ ଝିଅର କିଛି କେଁ ନଥିବ
ସେଇ ଝିଅ ମୋ ପ୍ରେମିକା ହବ ||00||

Short Shirt Hot Pantରେ ନାହିଁ Objection<
If You Only Mine ହେବ ପ୍ରେମ ସଂକୀର୍ତ୍ତନ ..
ଆଖି ଛୁଇଁ କାନ ଧରି ଖାଉଛି ବିଦ୍ୟାରାଣ,
Everything For You Including ମୋ ପ୍ରାଣ ...

ଯାହା ମୁଁ କହୁଛି ସବୁ ମୁଁ କରିବି
ପଛକୁ ହଟିବି ନାହିଁ ମୁଁ ଜମା ,
ଦେବୀ ପରି ତାକୁ ସଜେଇ ରଖିବି
ପ୍ରେମରେ ମୋ କିଛି ନଥିବ ସୀମା ..

ଆମ ଠାରୁ ଦୁନିଆ ଶିଖିଵ...
କାଳୀ ଗୋରୀ ସାବେନି, ଯାହା ହେଲେ ଚଳିବ ...
ଯଉ ଝିଅର କିଛି କେଁ ନଥିବ
ସେଇ ଝିଅ ମୋ ପ୍ରେମିକା ହବ ||01||

ନଥିବ Stress Mind Fresh ହେବ ତାକୁ ଦେଖି ,
Sweety Baby Cute ଛବି ଆଖିରେ ଥିବ ଲାଖି ...
Don't Be Shy Ask me Why ଖୋଜୁଛି ଏମିତି ଝିଅ ,
Whole Life Matter ଏତ ବଜାର ସଉଦା ନୁହଁ ...

ସବୁ କଥା ତାର ଶୁଣୁଥିବି ହସି ,
ପ୍ରେମରେ ଯାହା ସେ କହିବି ମୋତେ
ମାଗିବ ଯଦିସେ ଆକାଶର ଜହ୍ନ ,
ତୋଳି ଆଣି ଦେବି ତାରି ହାତେ

ଆମକୁ ଦେଖି ଦୁନିଆ ଜଳିବ...
କାଳୀ ଗୋରୀ ସାବେନି, ଯାହା ହେଲେ ଚଳିବ ..
ଯଉ ଝିଅର କିଛି କେଁ ନଥିବ
ସେଇ ଝିଅ ମୋ ପ୍ରେମିକା ହବ ||02||

PUBLISHERS

Lyrics © IPRS

Share icon and text

Share


See A Problem With Something?

Lyrics

Other

From This Artist