LyricFind Logo
LyricFind Logo
Profile image icon
Lyric cover art

Feel My Love

Apple Music logo
Deezer logo
Spotify logo
Lyrics
Feel my love
ମୋତେ ଗାଳି ଦେଇପାରୁ, ଘୃଣା ତୁ ଦେଇପାରୁ
ହୁଏତ ମୋ ପ୍ରେମ ପାପ ତୋ ପାଇଁ
ମୋତେ ଦୋଷ ଦେଇପାରୁ, ବିଷ ତୁ ଦେଇପାରୁ
ହୁଏତ ମୋ ପ୍ରେମ କଣ୍ଟା ତୋ ପାଇଁ

ଭୁଲ ତୁ ବୁଝିପାରୁ, ମୋତେ ଭୁଲି ଯାଇପାରୁ
ତଥାପି କହୁଛି ମୁଁ ଭଲପାଏ, ଭଲପାଏ

Feel my love
Feel my love
Feel my love
Feel my love

ମୋତେ ଗାଳି ଦେଇପାରୁ, ଘୃଣା ତୁ କରିପାରୁ
ମୋତେ ଗାଳି ଦେଇପାରୁ, ଘୃଣା ତୁ କରିପାରୁ

ସତରେ ହଉ ଅବା ସ୍ୱପ୍ନରେ feel my love
ଛଳନା ନାହିଁ ମୋ ପ୍ରେମରେ feel my love
ଗଲେ ତୁ ଯା ଦୁରେ ତଥାପି feel my love
ଅଛୁ ତୁ ମୋ ମନେ, please feel my love

ହୁଏତ ଜାଗା ନାହିଁ ତୋ ମନେ ମୋ ପାଇଁ
ହୁଏତ ବାଲିଘର ମୋ ମନ ତୋ ପାଇଁ
ତଥାପି କହୁଛି ମୁଁ ଭଲପାଏ, ଭଲପାଏ

Feel my love
Feel my love
Feel my love
Feel my love

ମୋତେ ଗାଳି ଦେଇପାରୁ, ଘୃଣା ତୁ ଦେଇପାରୁ
ହୁଏତ ମୋ ପ୍ରେମ ପାପ ତୋ ପାଇଁ

ପାଖରେ ହଉ ଅବା ଦୂରରେ feel my love
ଝୁଲେଇ ଦେଲେବି ଫାଶୀରେ feel my love
ଗଲେ ତୁ ଯିବୁ ରାଗି feel my love
ଏ ପ୍ରେମ ତୋ ଲାଗି, please feel my love

ପାଦର ଧୂଳି ଟିଏ ମୁଁ ତୋର ବାଟରେ
ପାଗଳ ପ୍ରେମି ଟିଏ ମୁଁ ତୋର ପ୍ରେମରେ
ଏତିକି ଜାଣିଛି ମୁଁ ଭଲପାଏ, ଭଲପାଏ

Feel my love
Feel my love

ମୋତେ ଗାଳି ଦେଇପାରୁ (ମୋତେ ଗାଳି ଦେଇପାରୁ)
ଘୃଣା ତୁ ଦେଇପାରୁ (ଘୃଣା ତୁ ଦେଇପାରୁ)
ମୋତେ ଗାଳି ଦେଇପାରୁ, ଘୃଣା ତୁ ଦେଇପାରୁ
ହୁଏତ ମୋ ପ୍ରେମ ପାପ ତୋ ପାଇ
Feel my love (my love, my love)

WRITERS

ARUN KUMAR MANTRI

PUBLISHERS

Lyrics © IPRS

Share icon and text

Share


See A Problem With Something?

Lyrics

Other