ତତେ ଦେଖଲା ଦିନୁ ମୋର୍ दिल की रानी
ତୋର୍ ଲାଗି ମୋର୍ ଦିଲ୍ ଦିୱାନା ହେଲା
ତତେ ଦେଖଲା ଦିନୁ ମୋର୍ दिल की रानी
ତୋର୍ ଲାଗି ମୋର୍ ଦିଲ୍ ଦିୱାନା ହେଲା
Believe କର୍ ଲୋ, ମାନିଯା ଲୋ
ତତେ ମୁମତାଜ୍ ବନାବା ଇ ଦେଶୀ ପିଲା
ତତେ ରାନୀ ବନାବା ଇ ଦେଶୀ ପିଲା
ତତେ ଦେଖଲା ଦିନୁ ମୋର୍ दिल का राजा
ତୋର୍ ଲାଗି ମୋର୍ ଦିଲ୍ ଦିୱାନୀ ହେଲା
ତତେ ଦେଖଲା ଦିନୁ ମୋର୍ दिल का राजा
ତୋର୍ ଲାଗି ମୋର୍ ଦିଲ୍ ଦିୱାନୀ ହେଲା
Believe କର୍ ରେ, ମାନିଯା ରେ
ମୋର୍ ଦିଲର ରାଜା ତୁଇ ଦେଶୀ ପିଲା
ମୋର୍ ଦିଲର ରାଜା ତୁଇ ଦେଶୀ ପିଲା
Left angle ରେ ତୁଇ sweet ଦିସୁ
Low angle ର ତୋର୍ ଲଚକି—ଚାଲି ଦେଖି
ମୋର top angle ର ଦିଲ୍ ଦେଇଦେଲି, ହାଁ
Left angle ରେ ତୁଇ superstar
Low angle ରେ ତୋର୍ style ଚାଲି ଦେଖି
ମୋର top angle ର ଦିଲ୍ ଦେଇଦେଲି
ଏ ମୋର गुलाबो, ସୁନ ମୋର गुलाबो
ତୁଇ ମୋର ପାଗଲି, ମୁଇଁ ତୋର ପାଗଲା
ମୁଇଁ ତୋର गुलाबो, ହଁ गुलाबो
ମୁଇଁ ତୋର लाड़ली, ତୁଇଁ ମୋର लाड़ला
Oh baby, ଜାନିଥା ଇ love ରାଇଜେ
ତତେ ରାନୀ ବନାବା ଇ ଦେଶୀ ପିଲା
ମୋର ଦିଲର ରାଜା ତୁଇ ଦେଶୀ ପିଲା
ମୋର ଦିଲ ଭିତରେ love ର feelings ହେଇଛେ
ସୁନ୍ ମୋର bebo, oh my bebo
ମୋର ଦିଲଥି ତୋର୍ love ର ତୀର୍ ବାଜିଛେ
ତୁଇ ମୋର୍ जानू ହେବୁ ବୋଲି ସୁନା
ମୋର ଧକ୍—ଧକ୍ ଦିଲଟା କହି ଦେଉଛେ
Oh baby, ଜାନିଥା ଇ love ରାଇଜେ
ତତେ ରାନୀ ବନାବା ଇ ଦେଶୀ ପିଲା
ମୋର ଦିଲର ରାଜା ତୁଇ ଦେଶୀ ପିଲା
ତତେ ମୁମତାଜ୍ ବନାବା ଇ ଦେଶୀ ପିଲା
ମୋର ଦିଲର ରାଜା ତୁଇ ଦେଶୀ ପିଲା