ଆଜି ପାଇଁ ଏତିକି ଥାଉ इश्क़—विश्क, प्यार—व्यार
Overtime ହେଇଗଲାଣି, see you again यार
ଓ, ଆଜି ପାଇଁ ଏତିକି ଥାଉ इश्क़—विश्क, प्यार—व्यार
Overtime ହେଇଗଲାଣି, see you again यार
କାଳେ ଫିଟିଯିବ जानू ଆମ ଗୁମର
ଆଜି ପାଇଁ ଏତିକି ଥାଉ cold coffee, choco—bar
जान—ए—मन ଦିଅ ମେଲାଣି, see you again यार
Sure ଦେଖାହବ darling ପୁଣି ଆମର
ଯେବେଠାରୁ ତମ ପ୍ରେମରେ falling, falling, falling
ଛାତିରୁ ମୋ heart ହେଇଚି missing, missing, missing
ଆଖି ଆଖିରେ ମାର ନାହିଁ ରେ, ଏମିତିକା ପ୍ରେମ—ଛୁଙ୍କ
ଦିଲଟାକୁ କରି ତୁମକୁ selling, selling, selling
ଚାହିଁଲେ ବି କରି ପାରୁନି sleeping, sleeping, sleeping
ଘରେ ଯାଇ fresh ହେଇ message କର
ତମ ପାଇଁ ଏଇ ମନଟା crying, crying, crying
ତମ ନାଁ ଖାଲି ଓଠ ମୋ saying, saying, saying
ଖିଲି—ଖିଲି ତମ ହସଟା charming, charming, charming
ତମ ଛୁଆଁ କରେ ଦେହକୁ warming, warming, warming
ପରମ୍ ସୁନ୍ଦରୀ, କଳା ଶାୟରୀ ଲେଖି ବସେ ତୁମ ପାଇଁ
ହଁ, Dinner ସାରି ଖେଳିବି ଧରି
ତମେ ଦେଇଥିବା ସେଇ Teddy—Bear
ମୁଁ ଫେରିଲେ ତୁମର, ତୁମର, ତୁମର, ତୁମର