LyricFind Logo
LyricFind Logo
Profile image icon
Lyric cover art

Abhimanini E Amania Dheu

Apple Music logo
Deezer logo
Spotify logo
Lyrics
ଅଭିମାନିନୀ ଏ ଅମାନିଆ ଢ଼େଉ
ଅଭିମାନିନୀ ଏ ଅମାନିଆ ଢ଼େଉ
ନାଚି—ନାଚି ନାଚିଯାଏ ସେ ହରାଇ ତନୁ—ମନ
ଅଭିମାନିନୀ ଏ ଅମାନିଆ ଢ଼େଉ
ନାଚି—ନାଚି ନାଚିଯାଏ ସେ ହରାଇ ତନୁ—ମନ
ଫୁଲକୁମାରୀ ମୁଁ ଫୁଲେ—ଫୁଲେ ଖୋଜେ
ଆଜି ଏଇ ବେଳା ତଟେ ଶୁଣେ କା'ର ଗୁଞ୍ଜନ?
ଅଭିମାନିନୀ ଏ ଅମାନିଆ ଢ଼େଉ
ନାଚି—ନାଚି ନାଚିଯାଏ ସେ ହରାଇ ତନୁ—ମନ
ଅଭିମାନିନୀ ଏ
ଜଣେନାହିଁ ମୁଁ, କାହଲାଗି ମୁଁ ଆଜି ଝୁମି—ଝୁମି ନାଚେ ସମୀରେ
କାହାଲାଗି ଭଲପାଏ ନିର୍ଜନ
କା' ମନ ନେଇ, କା' ମନ ଛୁଇଁ ଗୀତ ଗାଇ, ଗାଇ ଯାଏ ଅଧିରେ
କାହାଲାଗି କେତେ ମିଛ ସପନ
ଅଭିମାନିନୀ ଏ ଅମାନିଆ ଢ଼େଉ
ନାଚି—ନାଚି ନାଚିଯାଏ ସେ ହରାଇ ତନୁ—ମନ
ଅଭିମାନିନୀ ଏ
ମନେ—ମନେ ମୁଁ ଅନେକ କଥା ଆଜି ରଖିଥିଲି ସିନା ଗୋପନ
ସାକ୍ଷୀ ଅଛି ଏଇ ବେଳ ନିର୍ଜନ
ଲହରୀ ଛୁଇଁ କହୁଛି ମୁହିଁ ମନଦେଇ କିଆଁ ଆଜି ମୋ ମନ
ଆସ ଯିବା ଖୋଜି ନୁଆଁ ଜୀବନ
ଅଭିମାନିନୀ ଏ ଅମାନିଆ ଢ଼େଉ
ନାଚି—ନାଚି ନାଚିଯାଏ ସେ ହରାଇ ତନୁ—ମନ
ଅଭିମାନିନୀ ଏ ଅମାନିଆ ଢ଼େଉ
ନାଚି—ନାଚି ନାଚିଯାଏ ସେ ହରାଇ ତନୁ—ମନ
ଫୁଲକୁମାରୀ ମୁଁ ଫୁଲେ—ଫୁଲେ ଖୋଜେ
ଆଜି ଏଇ ବେଳା ତଟେ ଶୁଣେ କା'ର ଗୁଞ୍ଜନ?
ଅଭିମାନିନୀ ଏ ଅମାନିଆ ଢ଼େଉ
ନାଚି—ନାଚି ନାଚିଯାଏ ସେ ହରାଇ ତନୁ—ମନ
ଅଭିମାନିନୀ ଏ

WRITERS

SATCHI MOHANTY

PUBLISHERS

Lyrics © IPRS

Share icon and text

Share


See A Problem With Something?

Lyrics

Other

From This Artist