ᱪᱟᱢ ᱵᱟᱨᱟ ᱵᱟᱨᱤ ᱟᱭᱚ ᱵᱟᱵᱟ ᱠᱚ ᱟᱨ ᱤᱯᱤᱞ
ᱟᱨ ᱠᱟᱹᱴᱤᱡ ᱥᱚᱢᱚᱭ ᱟᱞᱮ ᱡᱟᱛᱨᱟ ᱦᱩᱭᱩᱜᱼᱟ ᱱᱟᱦ
ᱚᱱᱟ ᱞᱟᱹᱜᱟ ᱛᱮ ᱵᱮᱥ ᱵᱮᱥ ᱮᱠᱴᱚᱨ ᱤᱫᱤᱠᱟᱛᱮ ᱢᱤᱫᱴᱟᱹᱝ
ᱥᱟᱢᱟᱡᱤᱠ ᱡᱟᱛᱨᱟ ᱦᱩᱭᱩᱜᱼᱟ ᱱᱟᱦ
ᱚᱱᱟ ᱯᱩᱨᱩᱞᱤᱭᱟᱹ ᱧᱩᱛᱩᱢ ᱫᱚ ᱪᱮᱫ ᱞᱮᱠᱟ ᱨᱮᱧ ᱞᱟᱹᱭ ᱟᱢᱟ
ତୋର ଝୁକିଝୁକି ନଜରରେ ମୋତେ କରିଦେଲୁ ପାଗଳ
ତୋର ସରୁଆ—ଅଣ୍ଟା ଦେଖେଇଦେଲୁ ହେଇଗଲି କାଙ୍ଗାଳ
ତୋର ଝୁକିଝୁକି ନଜରରେ ମୋତେ କରିଦେଲୁ ପାଗଳ
ତୋର ସରୁଆ—ଅଣ୍ଟା ଦେଖେଇଦେଲୁ ହେଇଗଲି କାଙ୍ଗାଳ
ତୁ ଖରାବେଳେ ଆସିବୁ ତକେ ଦେମି ଗୁଟେ ପାନ
ତୋର କୁଞ୍ଚ—କୁଞ୍ଚିଆ ବାଳରେ ନନୀ ଛନ୍ଦି ହେଇଯିବ ମନ (ଆଉ!)
ତୋର୍ କୁଞ୍ଚ—କୁଞ୍ଚିଆ ବାଳରେ ନନୀ ଛନ୍ଦି ହେଇଯିବ ମନ
ତୋର କୁଞ୍ଚ—କୁଞ୍ଚିଆ ବାଳରେ ନନୀ ଛନ୍ଦି ହେଇଯିବ ମନ
ହଁ କରିଦେ ଲୋ କରିମି ଖେଳ, କରିମି ଖେଳ
ତୋର ବତକି ଚାଲି, ଆଲୋ ମୋ ଝୁମୁକାବାଲି
ଝିମ—ଝିମେଇ ଯିବାରେ ନନୀ କରମା ନାଚିଦେ
ତୁ ହେନେ ସୁନ୍ଦୁରୀ ଝିଅ, ମୁଁ ଗୋଟେ lover ପୁଅ
ତୋର ମନଟା ମୋକେ ଉଦ୍ଧାର ଦେଇଦେ
Cycle ରେ କନିଆ କରି ଘରକୁ ନେମିଯେ
ତୁଇ ଛିଟ—ରଙ୍ଗ ଶାଢ଼ୀ ପିନ୍ଧି ଦିଶିବୁ ପୂନେଇ ଜହ୍ନ
ତୋର କୁଞ୍ଚ—କୁଞ୍ଚିଆ ବାଳରେ ନନୀ ଛନ୍ଦି ହେଇଯିବ ମନ (ଆଉ!)
ତୋର୍ କୁଞ୍ଚ—କୁଞ୍ଚିଆ ବାଳରେ ନନୀ ଛନ୍ଦି ହେଇଯିବ ମନ
ତୋର କୁଞ୍ଚ—କୁଞ୍ଚିଆ ବାଳରେ ନନୀ ଛନ୍ଦି ହେଇଯିବ ମନ
ମନ ଦବୁ ବୋଲି କଥା ଦେଇଥିଲୁ ଭୁଲିଗଲୁ, ଭୁଲିଗଲୁ
ଆଲୋ ସୁରୁଜମୁଖୀ ତୁଇ ମୋର ହଳଦୀ ମାଖି
ତୋର ଚିକଣ figure ନାଗୁଛି ନଂଘା ରେ
ଛାତି ଭିତରେ କଲିଜାଟା ମୋର କବାଡ଼ି ଖେଳେ ରେ
ବୁଝିଯା ଥରେ ମନର ଭିତିରି କଥା
ରହିଗଲେ ଥରେ ଦେବିନି ଧୋକା ରେ
ମୟୁରଭଞ୍ଜିଆ ଟୋକା ଆମେ କଥାରେ ପକ୍କା ରେ
ତୁ ଖରାବେଳେ ଆସିବୁ ତକେ ଦେମି ଗୁଟେ ପାନ
ତୋର କୁଞ୍ଚ—କୁଞ୍ଚିଆ ବାଳରେ ନନୀ ଛନ୍ଦି ହେଇଯିବ ମନ (ଆଉ!)
ତୋର୍ କୁଞ୍ଚ—କୁଞ୍ଚିଆ ବାଳରେ ନନୀ ଛନ୍ଦି ହେଇଯିବ ମନ
ତୋର କୁଞ୍ଚ—କୁଞ୍ଚିଆ ବାଳରେ ନନୀ ଛନ୍ଦି ହେଇଯିବ ମନ