ଯାହା କର ସବୁ ଯଦି ମଂଗଳ ପାଇଁ
ଯାହା କର ସବୁ ଯଦି ମଂଗଳ ପାଇଁ
ଯେତେ ଦୁଃଖ ଦିଅ ଯେତେ ଦୁଃଖ ଦିଅ
ପଛେ କାନ୍ଦିବି ନାଇଁ .......
ହେ ସାଇ ଗୁରୁ ସାଇ ବାବା ସାଇ ମୋ ସାଇ
ହେ ସାଇ ଗୁରୁ ସାଇ ବାବା ସାଇ ମୋ ସାଇ ।
ତୁମକୁ ଭରଷା କରି ଭବ ସିନ୍ଧୁ ହେବି ପାରି
ତୁମ ଦୟା ହେଲେ ପରା ପଂଗୁ ଲଂଘି ଯାଏ ଗିରି ।
ତୁମକୁ ଭରଷା କରି ଭବ ସିନ୍ଧୁ ହେବି ପାରି
ତୁମ ଦୟା ହେଲେ ପରା ପଂଗୁ ଲଂଘି ଯାଏ ଗିରି ।
ମୁକ ହଜି ଯାଏ ମୁକ ହଜି ଯାଏ ତୁମ ନାମକୁ ଗାଇ
ହେ ସାଇ ଗୁରୁ ସାଇ ବାବା ସାଇ ମୋ ସାଇ
ହେ ସାଇ ଗୁରୁ ସାଇ ବାବା ସାଇ ମୋ ସାଇ ।
ହୃଦୟ କୁଟୀରେ ମୋର ବଶିଥାଅ ହେ ଫକୀର
ତୁମ ପାଦ ଧୋଉ ଥାଉ ମୋ ଆଖୀର ଲୁହ ଧାର ।
ହୃଦୟ କୁଟୀରେ ମୋର ବଶିଥାଅ ହେ ଫକୀର
ତୁମ ପାଦ ଧୋଉ ଥାଉ ମୋ ଆଖୀର ଲୁହ ଧାର ।
ଦିନ ସରିଯାଏ ଦିନ ସରିଯାଉ ତୁ ରୂପକୁ ଧ୍ୟାୟି
ହେ ସାଇ ଗୁରୁ ସାଇ ବାବା ସାଇ ମୋ ସାଇ
ହେ ସାଇ ଗୁରୁ ସାଇ ବାବା ସାଇ ମୋ ସାଇ ।ା