ଲୁସକୁ ଲୁସା ଗାଲି ରେ, ମୁଲକି ଅଣ୍ଟା ଚାଲି
ମୋର୍ ବାହାନାବାଲି ରେ, ଫୁଲ୍ ଗଜରାବାଲି
ଦେଖଲେ ହେଟି ମୋର୍ ଷୋଲ ବୟେସି
ଧୀରେ—ଧୀରେ ତୁଇ ମୁଲ୍ କରି ଦେଉଚୁ ହସି
ଆମର୍ ଧଙ୍ଗରା ମନ୍ ତୋର୍ ଠାନେ ତ ଗଲାନ ଫସି
ଧୀରେ—ଧୀରେ ତୁଇ ମୁଲ୍ କରି ଦେଉଚୁ ହସି
ଆମର୍ ଧଙ୍ଗରା ମନ୍ ତୋର୍ ଠାନେ ତ ଗଲାନ ଫସି
(Bijay on the beat, yeah)
ଜାଇ ରେ, ଜାଇ ରେ, କଲା—କଲା ଜାଇ ଗାଲେ ଚପକି କରି ଅଛେ ରେ
ହଲଦୀ ଗା, ହଲଦୀ ଗା ଯେତେ ଧୁଇଦେଲେ ବି ଗାଲେ ଲଟକିକରି ଅଛେ ରେ
ତିର୍ଛି ନଜର୍ ମାରିରେ, ଚେହେରା ଦେଖେଇ କରି
ତିର୍ଛି ନଜର୍ ମାରିରେ, ଚେହେରା ଦେଖେଇ କରି
ଝୁଲ୍ ରେ, ଝୁଲ୍ ରେ, ଚହଲି କରି ଲମ୍ବା ବେନି ଅଣ୍ଟାନେ ପଡୁଛେ ରେ
ଦେଖ୍ ତ ରେ, ଦେଖ୍ ତ ରେ, କୁଆଁରୀ—ଗୁରୀ ମହନି ଯାଦୁ ରସେଇ ଦେଇଛେ
ଯାଉଛୁ ମହକି ରେ ମହନି—ଧୁକା ଦେଇ
ଯାଉଛୁ ମହକି ରେ ମହନି—ଧୁକା ଦେଇ
ଧୀରେ ତୁଇ ମୁଲ୍ କରି ଦେଉଚୁ ହସି
ଆମର୍ ଧଙ୍ଗରା ମନ୍ ତୋର୍ ଠାନେ ତ ଗଲାନ ଫସି
ଧୀରେ—ଧୀରେ ତୁଇ ମୁଲ୍ କରି ଦେଉଚୁ ହସି
ଆମର୍ ଧଙ୍ଗରା ମନ୍ ତୋର୍ ଠାନେ ତ ଗଲାନ ଫସି