LyricFind Logo
LyricFind Logo
Profile image icon
Lyric cover art

NIje Bujhi Bujhaichhi NIjaku

Apple Music logo
Deezer logo
Spotify logo
Lyrics
Intro ନିଜେ ବୁଝି..., ବୁଝାଈଛି ନିଜକୁ........,ଆଖି ଲୁହ ଚାପି, ଆପଣାଇଛି ନିରବତାକୁ ।।--- Verse 1ହୃଦୟ ମତେ, ମୁଁ ହୃଦୟକୁ ପଚାରୁଛି,ଛକି ସୁନ ଖେଳ, କାହାସହ କିଏ ଖେଳୁଛି?ଫେରାଇ ନେ ପାଦ, ହୃଦୟ ଯେତେ କହୁଛି,ସ୍ମୃତିର ଛାୟା ଆସି ମତେ ଉଙ୍କୀ ମାରୁଛି।। Bridge 1 "ତୁମ ବିନା ବଞ୍ଚି ପାରିବିନି" କହୁଥିବା ମଣିଷ,ଆଜି ଆଉ କାହାକୁ ବିଶ୍ୱାସ ଦେଉଛି,ହାତ ଧରି ସ୍ୱପନ ମହଲ ତୋଳୁଛି,ଖୁସିର ସଂସାର ଗଢ଼ୁଛି।।ନିଜେ ବୁଝି, ବୁଝାଈଛି ନିଜକୁ,ଆଖି ଲୁହ ଚାପି, ଆପଣାଇଛି ନିରବତାକୁ--- Verse 2 ଯାହା କଥା ଭାବିଲେ, ଓଠରେ ହସ ଆସୁଥିଲା,ସେ ମନେପଡିଲେ, କୋହରେ ଭିଜୁଛି ହୃଦୟ ।।ଭଲଠାରୁ ଭଲ ପାଏ ବୋଲି ଲାଗୁଥିଲା ସେ ସୁନ୍ଦର,ଆଜି ତା ସ୍ମୃତି ଆଣେ, ସ୍ପନ୍ଦନେ ଘୃଣାର ଜୁଆର ।।--- Bridge 2ବୁଝିଯା ରେ ହୃଦୟ, ବୁଝିଯା,ସ୍ବାର୍ଥ ପାଇଁ ବଦଳି ଯାଏ ଏ ମଣିଷ,ଗଢ଼ି ତୋଳେ ନୂଆ ଭବିଷ୍ୟ ।।ଧରାଇ ମୋ ହାତରେ ବିଷର ଗିଲାସ,ଆଉ କାହାପାଇଁ ବନାଉଛି ସେ ମହାପ୍ରସାଦ।।ନିଜେ ବୁଝି, ବୁଝାଈଛି ନିଜକୁ,ଆଖି ଲୁହ ଚାପି, ଆପଣାଇଛି ନିରବତାକୁ--- Verse 3 କହୁ କହୁ କହି ଦେଲୁ ହୃଦୟ କଥା ରଖିଦେଲୁ,ସହି ପାରୁନି ମୁଁ ଦେଖି ତୋ ଖୁସିର ହସ।ଛଳନାର ପଶାପାଲିରେ ସାଜି ଗଲି ଅପରାହ୍ନ,ପ୍ରେମରେ ପଡ଼ି ସାଜିଗଲି ମୁଁ ଉଅଂଶ ଜନ୍ହ।।--- Bridge 3ଯା ଧନ ଯା ତୁ ଗଢ଼ ରାଜ ଉଆସ,ସାଜିବିନି ତୋ ଆଗରେ କଣ୍ଟାର ବାଟ,ମାଗିବିନି ତୋ ହାତ ଆଉ ସାତ ଜନମ କି ଗୋଟେ ନିମିଷ ।।--- End Outroନିଜେ ବୁଝି, ବୁଝାଈଛି ନିଜକୁ,ଆଖି ଲୁହ ଚାପି, ଆପଣାଇଛି ନିରବତାକୁ

WRITERS

S JItu

PUBLISHERS

Lyrics © Vusic Records

Share icon and text

Share


See A Problem With Something?

Lyrics

Other