LyricFind Logo
LyricFind Logo
Profile image icon
Lyric cover art

Kalbari Krusha

Apple Music logo
Deezer logo
Spotify logo
Lyrics
କ୍ରୁଶ କାଲ୍ ବରୀ କ୍ରୁଶ
, ମୋ ରକ୍ଷାର ସ୍ଥାନକ୍ରୁଶ ହିଁ ମୋହର
ଶକତିର କାରଣତାହା ଏକ ମାତ୍ର ପାପୀର
ତାରଣପରିଶ୍ରାନ୍ତ
ଭାରଗ୍ରସ୍ତ ର ଶରଣ =0= ପାପେ ଦଣ୍ଡିତ ଜନର
ଚିହ୍ନଯନ୍ତ୍ରଣାର
ନିଷ୍ଠୁର ନିଶାଣଗଲ୍ ଗଥା ତାହାର
ନାମଇତିହାସେ ଅଛି ଲେଖନନିର୍ଦ୍ଦୋଷେ ଦୋଷୀ
ସାଜି ରାଜନଆନନ୍ଦରେ କଲ ମରଣକୁ
ବରଣ=1=ଯୁବା ମେଷଙ୍କ
ଶାଶ୍ଵତ ପ୍ରେମପିତାଙ୍କ ପାଶେ
ଆକୁଳ ଆବେଦନମୋ ପାଇଁ କରନ୍ତି
ନିତି ଦିନକ୍ଷମାକର ପ୍ରଭୁ ମୁ
ମୁଢ଼ ଅଧମହେଉଛନ୍ଦା ଚରଣ ଏକମାତ୍ର ମୋର ଶରଣ =2=

WRITERS

Shasank Sekhar

PUBLISHERS

Lyrics © Vusic Records

Share icon and text

Share


See A Problem With Something?

Lyrics

Other