LyricFind Logo
LyricFind Logo
Profile image icon
Lyric cover art

Chapa

Apple Music logo
Deezer logo
Spotify logo
Lyrics
ଚଉପାଶେ ଘେରିଛନ୍ତି ସହଚରୀବୃନ୍ଦ,
ମଣି ବିମାନେ ଗୋବିନ୍ଦ । 0 ।
ନିର୍ମଳ ଚନ୍ଦ୍ରବଦନ ଆହା କି ପସନ୍ଦ
ତେରଛ ଚାହାଣୀ ତୁଲେ ହାସ ମନ୍ଦ ମନ୍ଦ । ୧ ।
ବୋଲେ ବନମାଳୀ ଧ୍ୟାୟି ଚରଣାରବିନ୍ଦ
ଚାପକୁ ବିଜୟେ ଆହା ଗୋପୀହୃଦଚାନ୍ଦ । ୨ ।

PUBLISHERS

Lyrics © IPRS

Share icon and text

Share


See A Problem With Something?

Lyrics

Other