ତୁ ଯଦି କଲୁ ଏ ପ୍ରେମ, କେବେ ବି ହେଇନି
ମାନିବି ନାହିଁ ତୋ କଥା, ଭୁଲି ଯିବିନି
ତୁ ଯଦି କଲୁ ଏ ପ୍ରେମ, କେବେ ବି ହେଇନି
ମାନିବି ନାହିଁ ତୋ କଥା, ଭୁଲି ଯିବିନି
ଆଖି ତତେ ଖାଲି, ଆଖି ତତେ ଖାଲି
ରଖିଛୁ ପ୍ରେମ ଲୁଚେଇ, କାହିଁ ତୋ ମନରେ?
ରଖିଛୁ କାହିଁ ଝୁଲେଇ, ହଁ—ନା ଭିତରେ?
ରଖିଛୁ ପ୍ରେମ ଲୁଚେଇ, କାହିଁ ତୋ ମନରେ?
ରଖିଛୁ କାହିଁ ଝୁଲେଇ, ହଁ—ନା ଭିତରେ?