LyricFind Logo
LyricFind Logo
Profile image icon
Lyric cover art

Odia Superhits

•

2022

Bhala Pai Tate Bhalare Thili

Apple Music logo
Deezer logo
Spotify logo
Lyrics
ଭଲପାଇ ତତେ, ଭଲରେ ଥିଲି
ଭୁଲିଯିବୁ ମତେ, ଭାବିନଥିଲି
ଓ, ଭଲପାଇ ତତେ, ଭଲରେ ଥିଲି
ଭୁଲିଯିବୁ ମତେ, ଭାବିନଥିଲି
କଥା ଥିଲା ଚାଲିବା ସାଥୀ ହେଇ
ମତେ ଛାଡ଼ି କୁଆଡେ ଗଲୁ ଚାଲି
ବଞ୍ଚିବାକୁ ଦଉନି, ତୋ ଅଭୁଲା ସ୍ମୃତି
ଭୁଲିବାକୁ ଚାହିଁଲେ କି ଭୁଲିପାରୁଛି
ତତେ ମନରେ ରଖି ମୁଁ ମରୁଛି ଜଳି
ମନେ ତୁ ପଡୁଛୁ ଆଲୋ ପାଗିଳି
କୋଉଠି ଅଛୁ ତୁ? ଆଲୋ ଫେରି
ମନେ ତୁ ପଡୁଛୁ ଆଲୋ ପାଗିଳି
କୋଉଠି ଅଛୁ ତୁ? ଆଲୋ ଫେରି
ଭୁଲିଗଲୁ କି ପ୍ରିୟା ଆମ ପୁରୁଣା ଦିନ?
ତୁ ଥିଲୁ ମୋ ଦୁନିଆ, ଥିଲୁ ମୋ ଜୀବନ
କାହା ପ୍ରେମ ତୋ ପାଇଁ, ହେଲା ମୋ ଠାରୁ ବେଶୀ?
କିଏ ତତେ ଦେଲା ଲୋ, ମୋ ଠୁ ଅଧିକ ଖୁସି?
ଥରେ କହିଦେ ପ୍ରିୟା, ତତେ ରାଣ ଲୋ ମୋର
ମନେପଡେ କି ନାହିଁ, କେବେ ମୋ କଥା ତୋର?
କାହା ଇଶାରାରେ ତୁ ଗଲୁ ଲୋ ବଦଳି?
ମନେ ତୁ ପଡୁଛୁ ଆଲୋ ପାଗିଳି
କୋଉଠି ଅଛୁ ତୁ? ଆଲୋ ଫେରି
ମନେ ତୁ ପଡୁଛୁ ଆଲୋ ପାଗିଳି
କୋଉଠି ଅଛୁ ତୁ? ଆଲୋ ଫେରି
କଥା ଦେଇଥିଲୁ ତୁ, ପିନ୍ଧିବୁ ମୋ ସିନ୍ଦୂର
କେମିତି ପାସୋରିଲୁ ମତେ ମନରୁ ତୋର?
ତୁ ଗଲା ପରେ ଲୋ, ଭାରି ଲାଗୁଛି ଏକା
କିଏ ଜାଣେ ତୋ ସାଥେ, କେବେ ହେବ ଲୋ ଦେଖା
ଆମ ସପନ ସବୁ ରହିଗଲା ଲୋ ଅଧା
ଭାବିଦେଲେ ତୋ କଥା, ଆଖି ହୁଏ ଲୋ ଓଦା
ଭଲ ଲାଗୁନି କିଛି ପ୍ରିୟା ତୁ ନାହୁଁ ବୋଲି
ମନେ ତୁ ପଡୁଛୁ ଆଲୋ ପାଗିଳି
କୋଉଠି ଅଛୁ ତୁ ଆଲୋ ଫେରି
ମନେ ତୁ ପଡୁଛୁ ଆଲୋ ପାଗିଳି
କୋଉଠି ଅଛୁ ତୁ ଆଲୋ ଫେରି

WRITERS

SUNIL KUMAR MAHARANA

PUBLISHERS

Lyrics © IPRS

Share icon and text

Share


See A Problem With Something?

Lyrics

Other

More From This Album

Lyric cover art

Odia Superhits

2022

01

Bhala Paithili Tate

Humane Sagar

02

Hrudaya Tu Bujhija Thare

Humane Sagar

03

Khojuchi Mo Mana

Humane Sagar

04

Luha Deigala Mo Akhire

Humane Sagar

05

Bhabi Thili Priya Tate Mun Nijara

Humane Sagar

06

Bhala Pai Tate Bhalare Thili

Humane Sagar

07

Kebe Dukha Na Aasu Lo

Humane Sagar

From This Artist