LyricFind Logo
LyricFind Logo
Profile image icon
Lyric cover art

Lal Gulabi

•

2022

Lal Gulabi

Apple Music logo
Deezer logo
Spotify logo
Lyrics
ଲାଲ୍—ଗୁଲାବି, ଲାଲ୍—ଗୁଲାବି ମସ୍ତ୍ ଦିଶୁଚୁ
पता ଠିକଣା ଦେ ଲୋ ନନୀ, କଉଠୁ ଆସିଛୁ?
ହାଁ, ଲାଲ୍—ଗୁଲାବି, ଲାଲ୍—ଗୁଲାବି ମସ୍ତ୍ ଦିଶୁଚୁ
पता ଠିକଣା ଦେ ଲୋ ନନୀ, କଉଠୁ ଆସିଛୁ?
ଆରେ, ଆ'ରେ, ଆ'ରେ ମୋ ସୁନ୍ଦରୀ—ଲୈଲା
ପ୍ରେମ କରିବା ଖୁଲମ୍—ଖୁଲା
ହେଇ, ଚିକିଣା छोरा, ଲାଗୁଛୁ प्यारा, ମସ୍ତ୍ ଦିଶୁଚୁ
पता ଠିକଣା ଦେ ଦିୱାନା, କଉଠୁ ଆସିଛୁ?
ଚିକିଣା छोरा, ଲାଗୁଛୁ प्यारा, ମସ୍ତ୍ ଦିଶୁଚୁ
पता ଠିକଣା ଦେ ଦିୱାନା, କଉଠୁ ଆସିଛୁ?
ଆ'ରେ, ଆ'ରେ, ଆ'ରେ ମୋ ବାବୁ ରଙ୍ଗିଲା
ପ୍ରେମ କରିବା ଖୁଲମ୍—ଖୁଲା
ହାଁ, ଲାଲ୍—ଗୁଲାବି, ଲାଲ୍—ଗୁଲାବି ମସ୍ତ୍ ଦିଶୁଚୁ
पता ଠିକଣା ଦେ ଲୋ ନନୀ, କଉଠୁ ଆସିଛୁ?
ହଁ, ଲାଲ୍—ଗୁଲାବି, ଲାଲ୍—ଗୁଲାବି ମସ୍ତ୍ ଦିଶୁଚୁ
पता ଠିକଣା ଦେ ଲୋ ନନୀ, କଉଠୁ ଆସିଛୁ?
ଆଲୋ, ଛୁଇଁଲେ ତତେ current ମାରେ ପୁରା ଟନା—ଟନ୍
ଛାତିରେ गोली ବାଜିଗଲାଣି ପୁରା ଦନାଦନ୍
ହେଇ, କେମିତି କଥା କହିଲୁ ବାବୁ ମନ ମୋ ଛନଛନ୍?
Touch କରିଲୁ ତୁ ଯେବେ ମୋତେ ଛାତିଟା କନକନ୍
ଆରେ, ଆ'ରେ, ଆ'ରେ ମୋ ସୁନ୍ଦରୀ—ଛଇଲା
ପ୍ରେମ କରିବା ଖୁଲମ—ଖୁଲା
ଲାଲ୍—ଗୁଲାବି, ଲାଲ୍—ଗୁଲାବି ମସ୍ତ୍ ଦିଶୁଚୁ
पता ଠିକଣା ଦେ ଲୋ ନନୀ, କଉଠୁ ଆସିଛୁ?
ହଁ, ଲାଲ୍—ଗୁଲାବି, ଲାଲ୍—ଗୁଲାବି ମସ୍ତ୍ ଦିଶୁଚୁ
पता ଠିକଣା ଦେ ଲୋ ନନୀ, କଉଠୁ ଆସିଛୁ?
ଆ'ରେ, ଆ'ରେ, ଆ'ରେ ମୋ ବାବୁ ରଙ୍ଗିଲା
ପ୍ରେମ କରିବା ଖୁଲମ୍—ଖୁଲା
ଚିକିଣା छोरा, ଲାଗୁଛୁ प्यारा, ମସ୍ତ୍ ଦିଶୁଚୁ
पता ଠିକଣା ଦେ ଦିୱାନା, କଉଠୁ ଆସିଛୁ?
ଚିକିଣା छोरा, ଲାଗୁଛୁ प्यारा, ମସ୍ତ୍ ଦିଶୁଚୁ
पता ଠିକଣା ଦେ ଦିୱାନା, କଉଠୁ ଆସିଛୁ?
ଆ'ରେ, ଆ'ରେ, ଆ'ରେ ମୋ ବାବୁ ରଙ୍ଗିଲା
ପ୍ରେମ କରିବା ଖୁଲମ୍—ଖୁଲା
ଲାଲ୍—ଗୁଲାବି, ଲାଲ୍—ଗୁଲାବି ମସ୍ତ୍ ଦିଶୁଚୁ
पता ଠିକଣା ଦେ ଲୋ ନନୀ, କଉଠୁ ଆସିଛୁ?
ହାଁ, ଲାଲ୍—ଗୁଲାବି, ଲାଲ୍—ଗୁଲାବି ମସ୍ତ୍ ଦିଶୁଚୁ
पता ଠିକଣା ଦେ ଲୋ ନନୀ, କଉଠୁ ଆସିଛୁ?
ହେ, ପାଖକୁ आजा, दिल का राजा, ତୋ ପାଇଁ ରେ ମୁଁ
ପ୍ରେମ କାହାଣୀ କହୁଥା ମୋତେ, ମାରୁଥିବି ମୁଁ ହୁଁ
ଆରେ, ଗୁଲ୍—ଗୁଲିଆ ଗୋରା ଗାଲରେ ଦେବି ଗୋଟେ ଚୁଁ
ଜଳିଲେ ଜଳୁ ସାରା ଦୁନିଆଁ ମୋ ପାଇଁ ରେ ତୁ
ଆ'ରେ, ଆ'ରେ, ଆ'ରେ ମୋ ରସିଆ—ପିଲା
ପ୍ରେମ କରିବା ଖୁଲମ୍—ଖୁଲା
ଲାଲ୍—ଗୁଲାବି, ଲାଲ୍—ଗୁଲାବି ମସ୍ତ୍ ଦିଶୁଚୁ
पता ଠିକଣା ଦେ ଲୋ ନନୀ, କଉଠୁ ଆସିଛୁ?
ହଁ—ହଁ, ଲାଲ୍—ଗୁଲାବି, ଲାଲ୍—ଗୁଲାବି ମସ୍ତ୍ ଦିଶୁଚୁ
पता ଠିକଣା ଦେ ଲୋ ନନୀ, କଉଠୁ ଆସିଛୁ?
ଆରେ, ଆ'ରେ, ଆ'ରେ ମୋ ସୁନ୍ଦରୀ—ଲୈଲା
ପ୍ରେମ କରିବା ଖୁଲମ୍—ଖୁଲା
ହେଇ, ଚିକିଣା छोरा, ଲାଗୁଛୁ प्यारा, ମସ୍ତ୍ ଦିଶୁଚୁ
पता ଠିକଣା ଦେ ଦିୱାନା, କଉଠୁ ଆସିଛୁ?
ଚିକିଣା छोरा, ଲାଗୁଛୁ प्यारा, ମସ୍ତ୍ ଦିଶୁଚୁ
पता ଠିକଣା ଦେ ଦିୱାନା, କଉଠୁ ଆସିଛୁ?
ଆ'ରେ, ଆ'ରେ, ଆ'ରେ ମୋ ବାବୁ ରଙ୍ଗିଲା
ପ୍ରେମ କରିବା ଖୁଲମ୍—ଖୁଲା
ହାଁ, ଲାଲ୍—ଗୁଲାବି, ଲାଲ୍—ଗୁଲାବି ମସ୍ତ୍ ଦିଶୁଚୁ
पता ଠିକଣା ଦେ ଲୋ ନନୀ, କଉଠୁ ଆସିଛୁ?
ଚିକିଣା छोरा, ଲାଗୁଛୁ प्यारा, ମସ୍ତ୍ ଦିଶୁଚୁ
पता ଠିକଣା ଦେ ଦିୱାନା, କଉଠୁ ଆସିଛୁ?
ହେଇ, ଲାଲ୍—ଗୁଲାବି, ଲାଲ୍—ଗୁଲାବି ମସ୍ତ୍ ଦିଶୁଚୁ
पता ଠିକଣା ଦେ ଲୋ ନନୀ, କଉଠୁ ଆସିଛୁ?
ହେଇ, ଚିକିଣା छोरा, ଲାଗୁଛୁ प्यारा, ମସ୍ତ୍ ଦିଶୁଚୁ
पता ଠିକଣା ଦେ ଦିୱାନା, କଉଠୁ ଆସିଛୁ?

WRITERS

Nirmala Panda

PUBLISHERS

Lyrics © IPRS, Warner Music India Private Limited

Share icon and text

Share


See A Problem With Something?

Lyrics

Other

More From This Album

Lyric cover art

Lal Gulabi

2022

01

Lal Gulabi

Dipti Rekha, Mantu Chhuria