LyricFind Logo
LyricFind Logo
Profile image icon
Lyric cover art

Namita Agarwal Bhabapurna Bhajana

•

2020

Naali Shadhi Shankha

Apple Music logo
Deezer logo
Spotify logo
Lyrics
ନାଲି ଶାଢ଼ୀ, ଶଙ୍ଖା—ସିନ୍ଦୂର
ନାଲି ମନ୍ଦାର, ନେ ମାଆ
ପାଦୁକ ଆଞ୍ଜୁଳେ ତୋହର
ବେଲ ପତର, ଦେ ମାଆ
ନାଲି ଶାଢ଼ୀ, ଶଙ୍ଖା—ସିନ୍ଦୂର
ନାଲି ମନ୍ଦାର, ନେ ମାଆ
ପାଦୁକ ଆଞ୍ଜୁଳେ ତୋହର
ବେଲ ପତର, ଦେ ମାଆ
(ମାଆ ଲୋ, ଭରସା ହୋଇ ଥା)
(ମାଆ ଲୋ, ଭରସା ହୋଇ ଥା)
ନାଲି ଶାଢ଼ୀ, ଶଙ୍ଖା—ସିନ୍ଦୂର
ନାଲି ମନ୍ଦାର, ନେ ମାଆ
ପାଦୁକ ଆଞ୍ଜୁଳେ ତୋହର
ବେଲ ପତର, ଦେ ମାଆ
ବାଉଁଶ ଡ଼ାଲାରେ, ଗୋଟା—ନଡ଼ିଆ ଲୋ
ପାଚିଲା କଦଳୀ ଫେଣା
ଅରୁଆ ଚାଉଳ, ଖଣ୍ଡ ହଳଦୀ ଲୋ
ଘିଅ, ଦୀପ, ଧୂପ, ଝୁଣା
ବାଉଁଶ ଡ଼ାଲାରେ, ଗୋଟା—ନଡ଼ିଆ ଲୋ
ପାଚିଲା କଦଳୀ ଫେଣା
ଅରୁଆ ଚାଉଳ, ଖଣ୍ଡ ହଳଦୀ ଲୋ
ଘିଅ, ଦୀପ, ଧୂପ, ଝୁଣା
ଭକତି ନୈବେଦ୍ୟ ମୋହର
ପାଦେ ତୋହର, ନେ ମାଆ
ପାଦୁକ ଆଞ୍ଜୁଳେ ତୋହର
ବେଲ ପତର ଦେ ମାଆ
(ମାଆ ଲୋ, ଭରସା ହୋଇ ଥା)
(ମାଆ ଲୋ, ଭରସା ହୋଇ ଥା)
ନାଲି ଶାଢ଼ୀ, ଶଙ୍ଖା—ସିନ୍ଦୂର
ନାଲି ମନ୍ଦାର, ନେ ମାଆ
ପାଦୁକ ଆଞ୍ଜୁଳେ ତୋହର
ବେଲ ପତର, ଦେ ମାଆ
ଶାଳୁଆ ଡାଳରେ, ବାନ୍ଧିଲି ନେତ ଲୋ
ବାନ୍ଧିଲି ପିତଳ ଘଣ୍ଟ
ଚାନ୍ଦିନୀ ଉପରେ ମାଟି ଘୋଡ଼ା ଥୋଇ
ସରାଗେ ଯୋଡ଼ିଲି ହାତ
ଶାଳୁଆ ଡାଳରେ, ବାନ୍ଧିଲି ନେତ ଲୋ
ବାନ୍ଧିଲି ପିତଳ ଘଣ୍ଟ
ଚାନ୍ଦିନୀ ଉପରେ ମାଟି ଘୋଡ଼ା ଥୋଇ
ସରାଗେ ଯୋଡ଼ିଲି ହାତ
କରୁଛି ହଜାରେ ଜୁହାର
ପାଦେ ତୋହର ନେ ମାଆ
ପାଦୁକ ଆଞ୍ଜୁଳେ ତୋହର
ବେଲ ପତର, ଦେ ମାଆ
(ମାଆ ଲୋ, ଭରସା ହୋଇ ଥା)
(ମାଆ ଲୋ, ଭରସା ହୋଇ ଥା)
ନାଲି ଶାଢ଼ୀ, ଶଙ୍ଖା—ସିନ୍ଦୂର
ନାଲି ମନ୍ଦାର, ନେ ମାଆ
ପାଦୁକ ଆଞ୍ଜୁଳେ ତୋହର
ବେଲ ପତର, ଦେ ମାଆ
ନାଲି ଶାଢ଼ୀ, ଶଙ୍ଖା—ସିନ୍ଦୂର
ନାଲି ମନ୍ଦାର, ନେ ମାଆ
ପାଦୁକ ଆଞ୍ଜୁଳେ ତୋହର
ବେଲ ପତର, ଦେ ମାଆ
(ମାଆ ଲୋ, ଭରସା ହୋଇ ଥା)
(ମାଆ ଲୋ, ଭରସା ହୋଇ ଥା)
(ମାଆ ଲୋ, ଭରସା ହୋଇ ଥା)

WRITERS

ALEKHA CHANDRA BISWAL

PUBLISHERS

Lyrics © IPRS, Sony/ATV Music Publishing LLC

Share icon and text

Share


See A Problem With Something?

Lyrics

Other

More From This Album

Lyric cover art

Namita Agarwal Bhabapurna Bhajana

2020

01

Mana Mora Mandira

Namita Agrawal

02

Kapila Bolina Gai Se

Namita Agrawal

03

Juaade Jauchu

Namita Agrawal

04

Mun To Jasoda

Namita Agrawal

05

Naali Shadhi Shankha

नमिता अग्रवाल (Namita Agrawal)

06

Mate Chandana Panire

Namita Agrawal

07

Jibanara Shesa Gita

नमिता अग्रवाल (Namita Agrawal)

08

Shree Jagannath

नमिता अग्रवाल (Namita Agrawal)

09

Aanichi Khira

नमिता अग्रवाल (Namita Agrawal)

10

Guaa Ghia Nakha Balita

Namita Agrawal

From This Artist