LyricFind Logo
LyricFind Logo
Profile image icon
Lyric cover art

Tu Para Mo Aakhira Anjana

•

2024

Tu Para Mo Aakhira Anjana

Apple Music logo
Deezer logo
Spotify logo
Lyrics
ତୁ ପରା ମୋ ଆଖିର ଅଞ୍ଜନ
ହାଏରେ ମୋର କଳା—କାଞ୍ଚନ
ତୁ ପରା ମୋ ହୃଦର ଚନ୍ଦନ
ହାଏରେ ମୋର କଳା—କାଞ୍ଚନ
ତୁ ପରା ମୋ ଆଖିର ଅଞ୍ଜନ
ହାଏରେ ମୋର କଳା—କାଞ୍ଚନ
ତୁ ପରା ମୋ ହୃଦର ଚନ୍ଦନ
ହାଏରେ ମୋର କଳା—କାଞ୍ଚନ
ମୁଁ ମାଟି—ଘଟ, ତୁ ମୋର ଜୀବନ, ଜୀବନ, ଜୀବନ
ହାଏରେ ମୋର କଳା—କାଞ୍ଚନ
ତୁ ପରା ମୋ ଆଖିର ଅଞ୍ଜନ
ହାଏରେ ମୋର କଳା—କାଞ୍ଚନ
ଯଶୋଦାର ମନ ନେଇ ଦିନ କାଟୁଚି
ଦେବକୀର ଦୁଃଖ ସହି ରାତି ବିତୁଚି
ଧନ ଡାକି, କୋଳେ ଧରି ଗେଲ କରୁଚି
ହେଲେ ତୋର ମାଆ କି ମୁଁ ହେଇ ପାରୁଚି?
ଆଖିକୁ ସିନା କାଠ—କଣ୍ଢେଇ
ମନରେ ତୁ ତ କଳା—କହ୍ନେଇ
କହ କେବେ ସତ ହବ ମୋର ସପନ. ସପନ, ସପନ
ହାଏରେ ମୋର କଳା—କାଞ୍ଚନ
ତୁ ପରା ମୋ ଆଖିର ଅଞ୍ଜନ
ହାଏରେ ମୋର କଳା—କାଞ୍ଚନ
ଶହ—ଶହ ଦାସୀ ମଧ୍ୟେ ରାଧା ତ ଜଣେ
ଶହ—ଶହ ମାଆ ମଧ୍ୟେ ମୁଁ ପରା ଜଣେ
ଏ ଜନମେ ଦେଲୁ ସିନା ମୋତେ ତୁ ଠକି
ଆର ଜନମେ ନିଶ୍ଚେ ହେବି ଦେବକୀ
ସହିବି ପଛେ ଦୁଃଖ ଦହନ
ଭୋଗିବି ପଛେ କାରା ବରଣ
ହେଲେ ତତେ କରିବି ମୋ କୂଳ—ନନ୍ଦନ, ନନ୍ଦନ, ନନ୍ଦନ
ହାଏରେ ମୋର କଳା—କାଞ୍ଚନ
ତୁ ପରା ମୋ ଆଖିର ଅଞ୍ଜନ
ହାଏରେ ମୋର କଳା—କାଞ୍ଚନ
ତୁ ପରା ମୋ ହୃଦର ଚନ୍ଦନ
ହାଏରେ ମୋର କଳା—କାଞ୍ଚନ
ତୁ ପରା ମୋ ଆଖିର ଅଞ୍ଜନ
ହାଏରେ ମୋର କଳା—କାଞ୍ଚନ
ତୁ ପରା ମୋ ହୃଦର ଚନ୍ଦନ
ହାଏରେ ମୋର କଳା—କାଞ୍ଚନ
ମୁଁ ମାଟି—ଘଟ, ତୁ ମୋର ଜୀବନ, ଜୀବନ, ଜୀବନ
ହାଏରେ ମୋର କଳା—କାଞ୍ଚନ
ତୁ ପରା ମୋ ଆଖିର ଅଞ୍ଜନ
ହାଏରେ ମୋର କଳା—କାଞ୍ଚନ
ତୁ ପରା ମୋ ହୃଦର ଚନ୍ଦନ
ହାଏରେ ମୋର କଳା—କାଞ୍ଚନ
ତୁ ପରା ମୋ ଆଖିର ଅଞ୍ଜନ
ତୁ ପରା ମୋ ହୃଦର ଚନ୍ଦନ

WRITERS

BASANTA RAJ SAMAL

PUBLISHERS

Lyrics © IPRS

Share icon and text

Share


See A Problem With Something?

Lyrics

Other

More From This Album

Lyric cover art

Tu Para Mo Aakhira Anjana

2024

01

Tu Para Mo Aakhira Anjana

नमिता अग्रवाल (Namita Agrawal)

From This Artist