LyricFind Logo
LyricFind Logo
Profile image icon
Lyric cover art

Sawan Barsha Paani

•

2020

Sawan Barsha Paani

Apple Music logo
Deezer logo
Spotify logo
Lyrics
ହେ गुड़िये, ତୋର୍ जवानी, ମୋର୍ love—fever ବଢ଼େଇ ଦେଲାରେ
ହେ गुड़िये, ତୋର୍ जवानी, ମୋର୍ love—fever ବଢ଼େଇ ଦେଲାରେ
ତୁଇ ମୋର୍ गुड़िया ଦିଲଥି, चिड़िया ଉଡ଼େଇ ଦେଲୁ ଦିଲରେ
ମୁଇଁ ତୋର୍ ରାନୀ ଦିଲ୍ ଦିୱାନୀ, ତୁଇ ମୋର୍ hero मजनू ରେ
सावन ବର୍ଷା ପାନି
सावन ବର୍ଷା ପାନି ଟିକେ ଭିଜେଇଦେ
ମୋର୍ ପ୍ରିୟାର୍ ଦିହେ पहला ଛିଟା ଲଗେଇଦେ
सावन ବର୍ଷା ପାନି ଟିକେ ଭିଜେଇଦେ
ମୋର୍ ପ୍ରିୟାର୍ ଦିହେ पहला ଛିଟା ଲଗେଇଦେ
(ନାରେ, ନାରେ, ନାରେ, ଏ—ଏ)
ଗୋରିଆ ରେ, ମୋର୍ ଦିଲ୍ ଦରିଆ बेक़ाबू ହେଇଗଲା
ରସିଆ ରେ, ମୋର୍ ମନ୍ ଆକାଶେ ତୋର୍ ରଙ୍ଗ୍ ଲାଗିଗଲା
ଇନ୍ଦ୍ରଧନୁ ଲେଖେ ସାତ୍ ରଙ୍ଗେ ତତେ ରଙ୍ଗେଇ ଦେମି
ମୟୂରୀ ରାନୀ ହେଇ ତୋର୍ ସୁରେ ନାଚୁଥିବି (ପା, ମା, ଗା, ସାରେ, ଧାନି)
सावन ବର୍ଷା ପାନି
सावन ବର୍ଷା ପାନି ଟିକେ ଭିଜେଇଦେ
ମୋର୍ ପ୍ରିୟାର୍ ଦିହେ पहला ଛିଟା ଲଗେଇଦେ
सावन ବର୍ଷା ପାନି ଟିକେ ଭିଜେଇଦେ
ମୋର୍ ପ୍ରିୟାର୍ ଦିହେ पहला ଛିଟା ଲଗେଇଦେ
लाड़ली ରେ, ତୋର୍ प्यार ମୋର୍ ଦିଲଥି बूँद—बूँद ଭରିଗଲା
लाड़ला ରେ, ତୋର୍ ପ୍ରେମର ଧୁକା ମୋର୍ ମନକେ ଚୁଇଁଗଲା
Rainy—season ଲେଖେ ମୋର୍ ପ୍ରେମେ ତତେ ଭିଜଉଥିମି
ବର୍ଷାରାନୀ ହେଇ ତୋର୍ ସାଙ୍ଗେ ମୁଇଁ ଭିଜୁଥିମି (ପା, ମା, ଗା, ସାରେ, ଧାନି)
सावन ବର୍ଷା ପାନି
सावन ବର୍ଷା ପାନି ଟିକେ ଭିଜେଇଦେ
ମୋର୍ ପ୍ରିୟାର୍ ଦିହେ पहला ଛିଟା ଲଗେଇଦେ
सावन ବର୍ଷା ପାନି ଟିକେ ଭିଜେଇଦେ
ମୋର୍ ପ୍ରିୟାର୍ ଦିହେ पहला ଛିଟା ଲଗେଇଦେ

WRITERS

UMESH BHOI, ADITYA DILA

PUBLISHERS

Lyrics © IPRS

Share icon and text

Share


See A Problem With Something?

Lyrics

Other

More From This Album

Lyric cover art

Sawan Barsha Paani

2020

01

Sawan Barsha Paani

Archana Padhi, Nil Sagar